ପୂର୍ବ
ପରବର୍ତ୍ତୀ
7. ନିର୍ଦ୍ଦିଷ୍ଟ ଶ୍ରୋତାମାନଙ୍କ ପାଇଁ Fedora ରେ ପରିବର୍ତ୍ତନ
7.1. What's new in science and mathematics
Fedora 11 includes a range of packages for science and mathematics. The following packages have been updated for Fedora 11.
7.1.1. ଗଣିତ
freefem++
freefem++
ଟି ଗୋଟିଏ ସୀମିତ ଉପାଦାନ ବିଶ୍ଳେଷଣ ପ୍ୟାକେଜ ଯାହାକୁକି 3.0କୁ ଅଦ୍ୟତନ କରାଯାଇଛି।
ଆଲୋକିତ ଗୁଡ଼ିକ:
ଆଲେଖୀକ ଅନ୍ତରାପୃଷ୍ଠର ସମ୍ପୂର୍ଣ୍ଣ ପରିବର୍ତ୍ତନ (
freefem++
replaced
freefem++-nw
)
ffmedit
ନାମ ଅନ୍ତର୍ଗତ
freefem++
ଭିତରେ
medit
(P. Frey ଦ୍ୱାରା ଦୃଶ୍ୟମାନ ସଫ୍ଟୱେର)
the IDE version is gone until Antoine Le Hyaric writes a good one. Refer to:
http://www.ann.jussieu.fr/~lehyaric/ffcs
ଗ୍ରାହକ-ସର୍ଭର ଅବସଂରଚନା freefem++
glut ଲାଇବ୍ରେରୀ ବ୍ୟବହାର କରି ffglut ଦର୍ଶନ
ସମ୍ପୂର୍ଣ୍ଣ ଅପଷ୍ଟ୍ରିମ ପରିବର୍ତ୍ତନ ଏଠାରେ ଅଛି:
http://www.freefem.org/ff++/ftp/INNOVATION
7.1.2. ରସାୟନ ବିଜ୍ଞାନ
gabedit
gabedit
is a GUI for a number of computational chemistry packages. Highlights of version 2.1.17 include:
ଜ୍ୟାମିତିକ ପରିବର୍ତ୍ତନ ପାଇଁ ସମ୍ପୂର୍ଣ୍ଣ ପଦକ୍ଷେପ ବାତିଲ/ପୁଣି କରନ୍ତୁ
ଦର୍ଶାଯାଇଥିବା ବନ୍ଧନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ
gabedit, hin, pdb, mol2 ଏବଂ mol ଫାଇଲଗୁଡ଼ିକରୁ ସଂଯୋଜକତା ପାଇଁ ସମର୍ଥନ
molecular dynamics conformational searches using MM potential (Amber 99) and Semi-Empirical method (from Open Mopac or PCGamess)
GDK ଅଙ୍କନ ଫଳନକୁ କାଏରୋରୁ ସ୍ଥାନାନ୍ତରଣ କରାଯାଇଛି
geometry and plots can be exported to EPS, PS, PDF, or SVG formats
ସମ୍ପୂର୍ଣ୍ଣ ବିବରଣୀ ପାଇଁ ଅପଷ୍ଟ୍ରିମ ଚେଞ୍ଜଲଗକୁ:
http://sites.google.com/site/allouchear/Home/gabedit/download/changelog
ରେ ଦେଖନ୍ତୁ
ପୂର୍ବ
6.9. Linux Kernel
ଉପରକୁ
ମୂଳ ସ୍ଥାନ
ପରବର୍ତ୍ତୀ
7.2. Electronic Design Automation