Product SiteDocumentation Site

5. ତନ୍ତ୍ର ପ୍ରଶାସକଙ୍କ ପାଇଁ Fedora ରେ ପରିବର୍ତ୍ତନ

5.1. Fedora 11 ବୁଟ-ସମୟ

ବୁଟ ସମୟକୁ କମ କରିବା ପାଇଁ, setroubleshootd ଡେମନ ଏବଂ ଅନେକ ଛୋଟ ବଟଲନେକକୁ କଢ଼ାଯାଇଛି। readahead ସର୍ଭିସକୁ ବ୍ୟବହାର କରି ପ୍ରତିଗମନକୁ ନିମ୍ନ I/O ପ୍ରାଥମିକତା ସେଟ କରି କଢ଼ାଯାଇଛି। ପ୍ରତ୍ୟେକ ଥର RPM ତଥ୍ୟାଧାର ପରିବର୍ତ୍ତନ ସମୟରେ Readahead ତନ୍ତ୍ରକୁ ରୂପରେଖ ଦେଇଥାଏ।