7.3. What's new for amateur radio operators
Fedora 11 ରେ ଏକାଧିକ ସଂଖ୍ଯକ ଉପଯୋଗୀତା ଏବଂ ପ୍ରୋଗ୍ରାମ ଲାଇବ୍ରେରୀ ମାନଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି ଯେପରିକି ଅପ୍ରବୀଣ ରେଡିଓ ପରିଚାଳକ ଏବଂ ଇଲେଟ୍ରୋନିକ ଇଚ୍ଛାବିଦ। ଏହି ଲାଇବ୍ରେରୀ ମାନଙ୍କରୁ ଅଧିକାଂଶ ଗୁଡିକୁ ଫେଡ଼ୋରା ଇଲେକ୍ଟ୍ରୋନିକ ଲାବ ସ୍ପିନରେ ଅନ୍ତର୍ଭୂକ୍ତ କରାଯାଇଛି। ଫେଡ଼ୋରା ମଧ୍ଯ ଏକାଧିକ ସଂଖ୍ଯକ VLSI ଏବଂ IC ଡିଜାଇନ ଉପକରଣ ମାନଙ୍କୁ ଅନ୍ତର୍ଭୂକ୍ତ କରିଥାଏ। Fedora ରେ ଉପଲବ୍ଧ ଅପ୍ରବୀଣ ରେଡ଼ିଓ ପ୍ରୟୋଗଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ପାଇଁ ୱିକିରେ
Applications for amateur radio ଦେଖନ୍ତୁ।
7.3.1. ଧ୍ୱନି କାର୍ଡ଼ ପ୍ରୟୋଗଗୁଡ଼ିକ
HamFax 0.54 is new to Fedora. HamFax is an application for sending and receiving facsimiles in amateur radio and for receiving public facsimile broadcasts like weather maps. Supported interfaces are sound cards and the SCS-PTCII from Special Communication Systems.
wxapt ଟି NOAA ଏବଂ METEOR ସାଟେଲାଇଟର APT ଶୈଳୀରେ ପଠାଯାଇଥିବା ପାଣିପାଗ ପ୍ରତିଛବି ସାଙ୍କେତିକରଣ ଏବଂ ସଂରକ୍ଷଣ ପାଇଁ ଗୋଟିଏ କୋନସୋଲ ପ୍ରୟୋଗ। wxapt ଟି Fedoraର ଗୋଟିଏ ନୂତନ ଯୋଗଦାନ।
7.3.2. ସଫ୍ଟୱେର ବ୍ୟାଖ୍ୟା କରାଯାଇଥିବା ରେଡ଼ିଓ
gnuradio ସଂସ୍କରଣ 3.1.3କୁ ଅଦ୍ୟତିତ ହୋଇଛି। ଏହାବୃହତ ଭାବରେ ଗୋଟିଏ ତ୍ରୁଟି ନିବାରକ ଅଦ୍ୟତନ।
7.3.3. ପରିପଥ ସଂରଚନା ଏବଂ ଅନୁକରଣ
gEDA ସମୂହ 20081231କୁ ଅଦ୍ୟତିତ ହୋଇଛି। ଏହା geda-docs, geda-examples, geda-gattrib, geda-gnetlist, geda-gschem, geda-gsymcheck, geda-symbols ଏବଂ geda-utils ପ୍ୟାକେଜଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ। ଏହା ସମସ୍ତ ତ୍ରୁଟି ନିବାରକ ପ୍ରକାଶନ। ଏହା ସହିତ, gerbv, pcb, ଏବଂ ngspice gEDA ସମୂହର ଅଂଶ, କିନ୍ତୁ ପୃଥକ ଭାବରେ ପ୍ରକାଶିତ ହୋଇଥାଏ।
iverliog 0.9.20081118କୁ ଅଦ୍ୟତିତ ହୋଇଛି। ଏହା ମୂଖ୍ୟତଃ ଗୋଟିଏ ତ୍ରୁଟିନିବାରକ ଅଦ୍ୟତନ।
qle 0.0.10 ଟି Fedora 11 ପାଇଁ ନୂତନ। qle ଟି ଗୋଟିଏ ଆଲେଖୀ QSO ଲଗ ପ୍ରଦର୍ଶକ, ଲଗ ସମ୍ପାଦକ ଏବଂ QSO ଲଗକର୍ତ୍ତା। ଏହା QSOs କୁ ସିଧାସଳଖ ତୀବ୍ର ଭାବରେ ଏବଂ light-weight SQLite ତଥ୍ୟାଧାରରେ ଲଗ କରିଥାଏ (କିମ୍ବା ପରିବର୍ତ୍ତନ କରିଥାଏ)।
xwota is intended for amateur radio operators who want to make use of the WOTA database. It can be used to find out who is on the air, the band and frequency they are operating on, and their location by country, state, county, grid, and latitude/longitude. xwota is new to Fedora 11.
thebridge ଟି ଗୋଟିଏ ILink/EchoLink ସୁସଂଗତ ସମ୍ମେଳନ ସେତୁ। ଏହା Fedora 11ରେ ଗୋଟିଏ ନୂତନ ବିଶେଷ ଗୁଣ।
X-Chat plugin for sending and receiving raw morse code over IRC. New to Fedora 11.
svxlink server is a general purpose voice services system for ham radio use. Each voice service is implemented as a plugin called a module. Some examples of voice services are: Help system, Simplex repeater, EchoLink connection. The core of the system handles the radio interface and is quite flexible as well. It can act both as a simplex node and as a repeater controller. svxlink-server 0.10.1 is new to Fedora with this release. For programmers, there is also a development package, svxlink-server-devel.
qtel 0.11.1 ଟି ଗୋଟିଏ Echolink ଗ୍ରାହକ। ମନେରଖନ୍ତୁ ଯେ ଏହା କେବଳ ଗୋଟିଏ ଗ୍ରାହକ, ସମ୍ପୂର୍ଣ୍ଣ ସଂଯୋଗ ନୁହଁ। ଯଦି ଆପଣ ଗୋଟିଏ ସଂଯୋଗ ସୃଷ୍ଟି କରିବାକୁ ଚାହୁଁଛନ୍ତି, ତେବେ svxlink-serverକୁ ସ୍ଥାପନ କରନ୍ତୁ। ଯଦି ଆପଣ ଗୋଟିଏ ସମ୍ମେଳନ ସେତୁ ଆବଶ୍ୟକ କରନ୍ତି, ତେବେ ସେହି ସେତୁକୁ ବ୍ୟବହାର କରନ୍ତୁ। qtel ଟି Fedora 11 ସହିତ ନୂତନ ଅଟେ।
7.3.7. ଅନ୍ୟାନ୍ୟ ପ୍ରୟୋଗଗୁଡ଼ିକ
The DX cluster client xdx has been updated to 2.4.1. This is a bugfix update
xdemorse କୁ 1.3କୁ ଅଦ୍ୟତିତ କରାଯାଇଛି। ଏହା ଗୋଟିଏ ତ୍ରୁଟି ନିବାରକ ଅଦ୍ୟତନ।
ssbd (Single-Side Band daemon) is voice keyer for hamradio use. It's written as part of Tucnak, contest log for VHF contests, but is possible to use ssbd with any other program. ssbd is new to Fedora with this release.
splat-utils has been removed from Fedora and the contents included in the splat package. It is no longer necessary to install splat-utils to use splat.