ଫେଡ଼ୋରା ଗୋଷ୍ଠି କାର୍ଯ୍ୟ ଏବଂ ସଂଘାତ ସମନ୍ୱୟକାରୀ

ଫେଡ଼ୋରା ଗୋଷ୍ଠୀ କାର୍ଯ୍ୟ ଏବଂ ସଂଗତ ସମାନୁୟକାରୀ (କିମ୍ବା ଏଫକେକ୍ _ କିମ୍ୱା _FCAIC) ହେଉଛି ଏକ ପୂର୍ଣ୍ଣ-ସମୟୀ, ରେଡ଼ ହ୍ୟାଟ ଚାକିରୀ, ଫେଡ଼ୋରାର ଉପଭୋକ୍ତା ଏବଂ ନିର୍ମାଣକାରୀ ଗୋଷ୍ଠିର ବୃଦ୍ଧି ଏବଂ ରେଡ଼ ହ୍ୟାଟ/ ଫେଡ଼ୋରା ସହକର୍ମଗୁଡ଼ିକୁ ଅଧିକ ପାରଦର୍ଶିତ ଏବଂ ସକାରାତ୍ମକ କରିବା ପାଇଁ ପଦକ୍ଷେପମାନଙ୍କୁ ଅଧିନାୟିକତ୍ୱ କରିବା ପାଇଁ। ଫେଡ଼ୋରା ଗୋଷ୍ଠି ଆୟବ୍ୟୟ ଆମ ପାଖକୁ ଆସେ ରେଡ଼ ହ୍ୟାଟ ମୁକ୍ତ ସ୍ରୋତ କାର୍ଯ୍ୟକ୍ରମ କାର୍ଯ୍ୟାଳୟ ମଧ୍ୟରୁ। ଏହି ପଦବୀ ସହାୟକ କରେ ନିର୍ଣ୍ଣୟ ନେବାରେ ଯେ କିପରି ଭଲ ଭାବେ ଧ୍ଯ୍ୟାନ ଯିବ ଯାହା ଦ୍ୱାରା ଆମର ଗୋଷ୍ଠିର ଲକ୍ଷ୍ୟ ଏବଂ ଆଶା ପୂର୍ଣ୍ଣ କରିବା ପାଇଁ। ଏଫକେକ୍ (କିମ୍ୱା FCAIC) ସାହାଯ୍ୟ କରେ ପ୍ରକଳ୍ପ ନାୟକଙ୍କୁ ସମସ୍ତ ଗୋଷ୍ଠି ଭିତ୍ତିକ କାମରେ ଏବଂ କାର୍ଯ୍ୟ କରେ ସିଦ୍ଧା ଫେଡ଼ୋରା ନାୟକଙ୍କ ସହ, ପ୍ରକଳ୍ପରେ ଅଧିକ ସନ୍ତୋଷ ଏବଂ ଫଳପ୍ରଦ କରିବା ପାଇଁ।

ଏଫକେକ୍ (FACIC) କୁ ନିଯୁକ୍ତ କରାଯାଇଛି ଫେଡ଼ୋରା ପରିଷଦ ରେ ଗୋଷ୍ଠି କାର୍ଯ୍ୟ ଏବଂ ସଂଘାତ ଦିଗ ପାଇଁ, ଫେଡ଼ୋରାର ଉଚ୍ଚତମ ଗୋଷ୍ଠି ନାୟକତା ଏବଂ ଶାସନ ମଣ୍ଡଳ। ପରିଷଦ ଦାୟିତ୍ୱବାନ ଏକତ୍ଵ ଭାବେ ଫେଡ଼ୋରା ପ୍ରକଳ୍ପର ପରିଚାଳନା ପାଇଁ ଏବଂ ଫେଡ଼ୋରା ଗୋଷ୍ଠିର ସମୃଦ୍ଧି ଏବଂ ପ୍ରଗତି ପାଇଁ।

ସାମ୍ପ୍ରତିକ ଏଫ-🎂[1]

Marie Nordin became the FCAIC in November 2019.

ଭୂମିକା ଏବଂ ଦାୟିତ୍ୱମାନ

Council

  • କାମ କରନ୍ତୁ ଅନ୍ୟ ସଦସ୍ୟମାଙ୍କ ସହ ଫେଡ଼ୋରା ଗୋଷ୍ଠିର ଛୋଟ, ମଧ୍ୟମ ଏବଂ ଲମ୍ବା ଲକ୍ଷଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏବଂ ସଂଘଠିତ କରି ପ୍ରକଳ୍ପକୁ ସେହି ଲକ୍ଷଗୁଡ଼ିକୁ ହାସଲ କରିବା ପାଇଁ

  • ପ୍ରାଥମିକ ପରିଷଦ ସଦସ୍ୟ ଦାୟିତ୍ୱବାନ ବାର୍ଷିକ ଫେଡ଼ୋରା ଗୋଷ୍ଠିର ଆୟବ୍ୟୟପତ୍ରର ବିକାଶ ପାଇଁ

  • ବ୍ୟାପାର ଚିହ୍ନର ବ୍ୟବହାର, ପ୍ରକଳ୍ପ ଗଢ଼ଣ, ଗୋଷ୍ଠି ବିବାଦ କିମ୍ବା ଅଭିଯୋଗ ଏବଂ ଏହିପରି ଅନ୍ୟାନ୍ୟ ସମସ୍ୟା ଗୁଡିକର ନିର୍ଣ୍ଣୟ ନେବାରେ ଭାଗ ନିଅନ୍ତୁ

ବିଶିଷ୍ଟ ପଦକ୍ଷେପମାନ

  • ପରିକଳ୍ପନା ଏବଂ ଦାୟିତ୍ବବାରନ କରନ୍ତୁ ବିଶେଷ ପଦକ୍ଷେପ ଗୁଡ଼ିକୁ ଯାହା ଦ୍ୱାରା ଉପଭୋକ୍ତା ଏବଂ ସହାୟକକାରୀ ମାନେ ବୃଦ୍ଧି ହେବା ପାଇଁ

ମେଟ୍ରିକ୍ସମାନ

  • ରୂପାୟାନ କରନ୍ତୁ ମାନଦଣ୍ଡ ଗୋଷ୍ଠି ଆସକ୍ତି, ଅଂଶ ଗ୍ରହଣ ଏବଂ ସନ୍ତୋଷ ପାଇଁ; ନିର୍ମାଣ ଏବଂ ନିର୍ବାହ କରନ୍ତୁ ପ୍ରକଳ୍ପ ଏହି ମାନଦଣ୍ଡ ଗୁଡ଼ିକୁ ସୁଧାରିବା ପାଇଁ; ବିବୃତି ଦିଅନ୍ତୁ ନିୟମିତରୂପେ ପ୍ରଗତି ଉପରେ ଏବଂ ନିୟନ୍ତ୍ରଣ କରନ୍ତୁ ଆବଶ୍ୟକତା ଅନୁସାରେ

ସୁଯୋଗମାନ

  • ଚିହ୍ନଟ କରନ୍ତୁ ସୁଯୋଗମାନଙ୍କୁ ନୂତନ ସାହାୟକକାରୀ ଏବଂ ଗୋଷ୍ଠି ସଦସ୍ୟମାନଙ୍କ ସହ ମିଶିବା ପାଇଁ; ଏହି ସୁଯୋଗମାଙ୍କ ପରିଧି ମଧ୍ୟରେ ପ୍ରକଳ୍ପକୁ ସ୍ଥାପିତ କରନ୍ତୁ

ରେଡ଼ ହ୍ୟାଟ ଏବଂ ଫ୍ସ( ଏଫ.ଓ.ଏସ.ଏସ. କିମ୍ବା FOSS ) ଗୋଷ୍ଠି ମଧ୍ଯରେ ସହଯୋଗ

  • ଗୋଷ୍ଠି ଆବଶ୍ୟକତାଗୁଡ଼ିକୁ ରେଡ଼ ହ୍ୟାଟକୁ ଜଣାନ୍ତୁ ଏବଂ ଅଂଶ ଗ୍ରହଣ କରନ୍ତୁ ନିୟମିତ ବୈଠକମାନଙ୍କରେ ଆନ୍ତରିକ ରେଡ଼ ହ୍ୟାଟର ହିତଧାରକଙ୍କ ସହ; ସଂରେଖାକରଣ କରନ୍ତୁ ରେଡ଼ ହ୍ୟାଟର ଅଂଶ ଗ୍ରହଣ ଫେଡ଼ୋରାରେ ମଞ୍ଚ ଯନ୍ତ୍ରୀକରଣର ଉର୍ଦ୍ଧରେ

  • ଫେଡ଼ୋରାର ଗୋଷ୍ଠି ସଫଳତାରେ ରେଡ଼ ହ୍ୟାଟର ଅଂଶକୁ ପ୍ରତିନିଧିତ୍ବ କରନ୍ତୁ

  • ସୁଧାରନ୍ତୁ ନିଯୁକ୍ତିକରଣ ଜିନିଷମାନ ଏବଂ ଫେଡ଼ୋରାର ପ୍ରଦର୍ଶନ ନୂତନ ରେଡ଼ ହ୍ୟାଟ ନିଯୁକ୍ତଙ୍କୁ; ବିକାଶ କରନ୍ତୁ ମାଣଦଣ୍ଡିତ ଜିନିଷମାନ ଫେଡ଼ୋରା ଉପରେ ଯାହା ରେଡ଼ ହ୍ୟାଟରେ ବିଷୟବ୍ୟାପି ବ୍ୟବହାର କରି ହେବ।

ଆୟବ୍ୟୟ ପତ୍ର

ଏଫକେକ୍ (FCAIC) ଫେଡ଼ୋରା ବାର୍ଷିକ ଆୟବ୍ୟୟପତ୍ର ପ୍ରସ୍ତୁତି ପାଇଁ ଫେଡ଼ୋରା ପରିଷଦ ଏବଂ ଓଷାସ୍(OSAS) ସହ କାର୍ଯ୍ୟ କରିବ

  • ନିଶ୍ଚିନ୍ତ କରନ୍ତୁ ଯେ ଆୟବ୍ୟପତ୍ର ପ୍ରକାଶ କରାଯାଇଛି ଏବଂ ପାରିଦର୍ଶିତ ଭାବେ ପଥଚିହ୍ନିତ ହେଉଛି ଏକ ଜନସାଧାରଣ ପୃଷ୍ଠା ଯାହା ଦର୍ଶାଉଥିବ କିପରି ପ୍ରତି ବର୍ଷର ଆୟବ୍ୟପତ୍ର ଚିହ୍ନିତ ହେଉଛି ଏବଂ ତାର ସାମ୍ପ୍ରତିକ ଅବସ୍ଥା।

  • ଆୟବ୍ୟୟ ପତ୍ରକୁ ଉନ୍ମୋଚନ କରାଯାଇଛି https://budget.fedoraproject.org ରେ

ଫେଡ଼ୋରା କାର୍ଯ୍ୟକ୍ରମ ଯୋଜନା ଏବଂ ଅଂଶ ଗ୍ରହଣ

ଅଂଶଗ୍ରହଣ କରନ୍ତୁ ଯୋଜନା ପ୍ରସ୍ତୁତି ଏବଂ ପ୍ରତି ବର୍ଷ ହେଉଥିବା ଫେଡ଼ୋରାର ସର୍ବନୂତନ ପ୍ରସ୍ତୁତିର ସଂଗଠନରେ, ଯାହା ମଧ୍ଯରେ ରହିଛି:

  • Flock

  • ଫଡ଼କନ୍ସ(ଏଫ.ୟୁ.ଡ଼ି.କନ୍ସ. କିମ୍ବା FUDCons)

  • ଫେଡ଼ୋରା କାର୍ଯ୍ୟ ଦିନମାନ ଫାଡ୍ସ(ଏଫ.ଏ.ଡ଼ି.ସ୍ କିମ୍ବା FADs )

ଏଫକେକ୍ ପ୍ରତିନିଧିତ୍ବ କରେ ଫେଡ଼ୋରରକୁ ଅନ୍ୟ ମୁଖ୍ୟ ଶିଳ୍ପ ସମ୍ମିଳନୀ ଏବଂ ହ୍ୟାକାଥନମାନଙ୍କରେ, ଯେପରିକି:

  • AllThingsOpen

  • ଡ଼େଭକ୍ନଫ(DevConf)

  • ଫ୍ସଡ଼େମ(ଏଫ.ଓ.ଏସ.ଡି.ଇ.ଏମ କିମ୍ବା FOSDEM)

  • PyCon (and Sprints)

  • ଲିବ୍ର୍ରି ପ୍ଲାନେଟ

  • ରେଡ଼ ହ୍ୟାଟ ବୈଠକ

  • ସଫ୍ଟୱାର ସ୍ୱାଧୀନତା ଆଇନଗତ ବୈଠକ

ବାର୍ତାଳାପ ମାନ

ଏଫକେକ୍ ପ୍ରଦାନ ଏବଂ ପରିଚାଳନ କରେ ସାଧରଣ ଯୋଗାଯୋଗ ଫେଡ଼ୋରା ପତ୍ରିକା, ଫେଡ଼ୋରା ଗୋଷ୍ଠି ବ୍ଲଗ ଏବଂ ଅନ୍ୟ ଗଣ ଯୋଗାଯୋଗ ଚ୍ୟାନେଲମାନ ଆଲୋଚନା କରିବା ପାଇଁ ଗୋଷ୍ଠି ଲକ୍ଷ୍ୟ/ପ୍ରଗତି ଏବଂ ସାଧାରଣ ଗୋଷ୍ଠି ଅଭିବର୍ଦ୍ଧନ।

ପୂର୍ବତନ ଫେଡ଼ୋରା ଗୋଷ୍ଠି କାର୍ଯ୍ୟ ଏବଂ ସଂଘାତ ସମାନ୍ଵୟକାରୀମାନେ

Brian Exelbierd

October 2016 – November 2019

ରେମି ଡ଼ିକ୍ଜମେକର

ଫେବୃଆରୀ ୨୦୧୫- ଜୁନ ୨୦୧୬


1. ଇଏ କେକ୍ ସହ କ’ଣ ମାମଲା ? ଏଫକେକ୍ ସଂକ୍ଷେପଣ ଆମେରିକୀୟ ଇଂରାଜୀରେ "ଏଫ-କେକ୍" ଭଳି ଶୁଭାଯାଏ। ଯଦି ଏହି ପଦବୀର କୌଣସି ଶିରୋନାମ ପାଟିଏ ହେବ, ତେବେ ତାହାଲେ ଏହି ପାଟିଏ ଏକ ସ୍ୱାଦିଷ୍ଟ କେକ୍ ର ହେଉ!