ଫେଡ଼ୋରା କାର୍ଯ୍ୟକ୍ରମ ପ୍ରବନ୍ଧକ

ଫେଡ଼ୋରା କାର୍ଯ୍ୟକ୍ରମ ପ୍ରବନ୍ଧକ(କିମ୍ବା FPgM) ଦ୍ବାୟିତ୍ବବାନ ଫେଡ଼ୋରାର ଉନ୍ମୋଚନ ପ୍ରକ୍ରିୟାର ଯୋଜନା ପ୍ରସ୍ତୁତି ଏବଂ ପ୍ରବନ୍ଧ ପାଇଁ। ଏଥି ମଧ୍ୟରେ ଅଛି ସମୟାନୁବର୍ତ୍ତୀ ପ୍ରବନ୍ଧ, କାର୍ଯ୍ୟଶୈଳି ପରିବର୍ତ୍ତନ, ଗୋଷ୍ଠି ଏବଂ ରେଡ଼ ହ୍ୟାଟକୁ ପ୍ରକଳ୍ପର ଅବସ୍ଥା ସମ୍ପର୍କରେ ବିବୃତି ଦେବା।

bcotton rh neo

ବେନ କଟନ ହେଉଛନ୍ତି ସାମ୍ପ୍ରତିକ FPgM। ସେ ଏକ ଦଶଂଧି ଧରି ଉଚ୍ଚ କୋଟିର ସମ୍ପାଦନ କମ୍ପ୍ୟୁଟିଙ୍ଗ(HPC)ର ପ୍ରଶାସନ ଏବଂ ବାଣିଜ୍ୟରେ କାର୍ଯ୍ୟ କରିବା ପରେ ରେଡ଼ ହ୍ୟାଟରେ ଯୋଗ ଦେଇଥିଲେ। ସେ Opensource.com ପାଇଁ ଏକ ନିୟାମକ ଏବଂ ସହପ୍ରତିଷ୍ଠାତା HackLafayette ର —ଏକ ଆଞ୍ଚଳିକ ପ୍ରବିଧ ସାକ୍ଷାତକାର ଦଳ।

ବେନକୁ ସମ୍ପର୍କ କରନ୍ତୁ ଫ୍ରିନୋଡ ଆଇ.ଆର.ସି (bcotton) କିମ୍ବା ଇମେଲ (bcotton@fedoraproject.org) ଦ୍ୱାରା |

ଭୂମିକା ଏବଂ ଦାୟିତ୍ୱମାନ

ଫେଡ଼ୋରା ପ୍ରକଳ୍ପ ମଧ୍ୟରେ, କାର୍ଯ୍ୟକ୍ରମ ପ୍ରବନ୍ଧକ ଏଫପିଜିଏମ (ଏଫ.ପି.ଜି.ଏମ କିମ୍ବା FPGM ) ପ୍ରାଥମିକ ଭାବେ କର୍ତ୍ତବ୍ୟଶୀଳ :

  • ଯୋଜନା ଏବଂ ଅନୁସୂଚନା ଫେଡ଼ୋରା ଉନ୍ମୋଚନମାନଙ୍କର

  • ନିର୍ମାଣ/ ପରୀକ୍ଷଣ କାଳରେ ହୋଇଥିବା ପରିବର୍ତ୍ତନ/ନୂତନ ଗୁଣ ମାନଙ୍କୁ ମାର୍ଗକରଣ କରିବା

  • ଉନ୍ମୋଚନ ସମାନ୍ୱୟକାରୀ (ସୀମାନ୍ତ ପ୍ରଶ୍ନୋତ୍ତର, ରିଲେଙ୍ଗ, ଏଫ.ଇ.ଏସ.ସି.ଓ, ଇତ୍ୟାଦି |)

  • ଫେଡ଼ୋରା ପ୍ରକଳ୍ପ ପଛରେ ପ୍ରକ୍ରିୟାମାନ

  • ଫେଡ଼ୋରା ପରିଷଦର ସଦସ୍ୟ - ସହାୟକ ପଦବୀ, ପରିଷଦ ସଚିବ

କାର୍ଯ୍ୟକ୍ରମ ପ୍ରାବନ୍ଧିକରଣ ଏସଓପ୍ସି(ଏସ.ଓ.ପି.ସ କିମ୍ବା SOPs)

ଏହି ଏସଓପ୍ସି(ଏସ.ଓ.ପି.ସ କିମ୍ବା SOPs) (ସାଧାରଣ କାର୍ଯ୍ୟ ପ୍ରଣାଳୀ) ଭାଗରେ ଏକ ସାମାନ୍ୟ FPGMs କାର୍ଯ୍ୟମାନଙ୍କର ତାଲିକା ରହିଛି ।

ଉନ୍ମୋଚନ ଯୋଜନା

ଗୃହ ତତ୍ୱାବଧାନ

ପୂର୍ବରୁ, ଅନୁରକ୍ଷଣ କରାଯାଉଥିଲା BugZappers ଉଇକିରେ କିନ୍ତୁ ଯେହେତୁ BugZappers ଦଳକୁ ବହୁ ବର୍ଷରୁ ସ୍ଥଗିତ କରାଯାଇଛି, ତେଣୁ ଏହାକୁ FPgM ଉଚ୍ଚକି କୁ ସ୍ଥାନାନ୍ତରଣ କରାଯାଇଛି।

ଇତିହାସ

ପୂର୍ବତନ ଫେଡ଼ୋରା କାର୍ଯ୍ୟକ୍ରମ ପ୍ରବନ୍ଧକମାନେ:

ସହାୟକ ଲିଙ୍କମାନ