ଫେଡ଼ୋରା ପ୍ରକଳ୍ପ ମୁଖ୍ୟା

ଫେଡ଼ୋରା ପ୍ରକଳ୍ପ ମୁଖ୍ୟ(କିମ୍ବା FPL) ହେଉଛନ୍ତି ଚରମ ଦାଇତ୍ୱଧୀନ ସମସ୍ତ ଘଟଣା ପାଇଁ ଯାହା ଫେଡ଼ୋରା ମଧ୍ୟରେ ଘଟେ ଏବଂ ମୁଖ୍ୟତଃ ଭାବେ ଦାଇତ୍ୱଧୀନ ରେଡ଼ ହ୍ୟାଟ ଏବଂ ଫେଡ଼ୋରା ମଧ୍ୟରେ ସମ୍ପର୍କ କୁ ବଜାୟ ରଖିବା ପାଇଁ। ସେ ହେଉଛନ୍ତି ଫେଡ଼ୋରାର ରାଷ୍ଟ୍ରପତି, ସିଇଓ, ଚ୍ୟାର, ନିର୍ଭୟ ନାୟକ, ଯାହା ଆପଣ ତାଙ୍କୁ ଡ଼ାକିବାକୁ ଚାହିଁବେ। କିନ୍ତୁ ପ୍ରକଳ୍ପ ମୁଖ୍ୟ ବା ପ୍ରକଳ୍ପ ନାୟକ ନୁହଁନ୍ତି କୌଣସି ଏକଛତ୍ରବାଦୀ ମୁଖ୍ୟ, ଦାନଶୀଳ କିମ୍ବା ଅନ୍ୟତ୍ର। ଏଫପିଏଲ(FPL) ଫେଡ଼ୋରା ପରିଷଦ ର ଦାୟିତ୍ୱ ନିର୍ବାହ କରନ୍ତି।

mattdm 2014 fedora10y thumb

ମ୍ୟାଥିୟୁ ମିଲର ହେଉଛନ୍ତି ସାମ୍ପ୍ରତିକ ଫେଡ଼ୋରା ପ୍ରକଳ୍ପ ନାୟକ। ସେ Fedora.next ପଦକ୍ଷେପକୁ ତତ୍ୱାବଧାନ କରି ଫେଡ଼ୋରାର ଦ୍ଵିତୀୟ ଦଶଂଧି ପାଇଁ କୌଶଳପୂର୍ଣ୍ଣ ଯୋଜନା ପାଇଁ, ଏହା ସହ ଫେଡ଼ୋରା ମଣ୍ଡଳର ସାମ୍ପ୍ରତିକ ପରିଷଦ ଶାସନ ଆଦର୍ଶକୁ ପରିବର୍ତ୍ତନ ପାଇଁ। ମ୍ୟାଥିୟୁ ନିର୍ମାଣ କରିଥିଲେ ବିୟୁ ଲିନିକ୍ସ ଡିଷ୍ଟ୍ରୀବ୍ୟୁସନ ବୋଷ୍ଟନ ବିଶ୍ୱବିଦ୍ୟାଲୟ ପାଇଁ ୧୯୯୯ ରେ ଏବଂ ତାହାକୁ ଅନୁରକ୍ଷା କରିଥିଲେ ୨୦୦୮ଯାଏଁ, ଯେତେବେଳେ ସେ ହାର୍ଡ଼ଭର୍ଡ଼ ଯନ୍ତ୍ରବିଦ୍ୟା ଏବଂ ଆପଲାଏଡ଼ ବିଜ୍ଞାନମାନ ବିଦ୍ୟାଳୟକୁ ଯାଇଥିଲେ ଉଚ୍ଚକୋଟିର ସମ୍ପାଦକ କମ୍ପ୍ୟୁଟିଙ୍ଗ ଏବଂ ଉକ୍ତ ଆସୁଥିବା "କ୍ଲାଉଡ଼"ଜିନିଷ ଉପରେ କାମ କରିବା ପାଇଁ। ସେ ରେଡ଼ ହ୍ୟାଟରେ ୨୦୧୨ରୁ ରହି, ପ୍ରଥମେ ଫେଡ଼ୋରା କ୍ଲାଉଡ଼ ଉପରେ କାମ କରିଥିଲେ ଏବଂ ଏଫପିଏଲ ହୋଇଥିଲେ ଜୁନ, ୨୦୧୪ ରେ।

Contact Matthew as mattdm on Libera.Chat IRC, as @mattdm on Twitter, or on the Council-Discuss mailing list.

ପୂର୍ବତନ ଫେଡ଼ୋରା ପ୍ରକଳ୍ପ ମୁଖ୍ୟ ମାନେ

ରୋବିନ ବରଜରୋନ

ଫେବୃଆରୀ ୨୦୧୨ - ଜୁନ ୨୦୧୪(ଫେଡ଼ୋରା ୧୭-୨୧)

ଯାରେଡ଼ ସ୍ମିତ

ଜୁଲାଇ ୨୦୧୦ - ଫେବୃଆରୀ ୨୦୧୨ (ଫେଡ଼ୋରା ୧୪-୧୬)

ପଲ ଡବ୍ଲ୍କୁ. ଫ୍ରାଇଲଡ୍ସ

ଫେବୃଆରୀ ୨୦୦୮ - ଜୁଲାଇ ୨୦୧୦ (ଫେଡ଼ୋରା ୯-୨୪)

ମାକ୍ସ ସ୍ପେକଭାକ

ଫେବୃଆରୀ ୨୦୦୬ - ଫେବୃଆରୀ ୨୦୦୮ (ଫେଡ଼ୋରା କୋର ୫-ଫେଡ଼ୋରା ୯)

ଗ୍ରେଗ ଡ଼ିକୋଏନିଗ୍ସବର୍ଗ

ଅଗଷ୍ଟ ୨୦୦୫ - ଫେବୃଆରୀ ୨୦୦୬ (ଫେଡ଼ୋରା କୋର ୪ ଓ ୫)

କ୍ରିଷ୍ଟିଯାନ ଗ୍ରାଫଟନ

ଜାନୁଆରୀ ୨୦୦୪ - ଅଗଷ୍ଟ ୨୦୦୫ (ଫେଡ଼ୋରା କୋର ୨,୩, ଓ ୪)

ମାଇକଲ ଜନସନ

ଜୁଲାଇ ୨୦୦୩ - ଜାନୁଆରୀ ୨୦୦୪ (ଫେଡ଼ୋରା କୋର ୧)