ଫେଡ଼ୋରା ପରିଷଦର ସାମ୍ପ୍ରତିକ ସଦସ୍ୟଗଣ

council badge
  • Elected Representative: Dennis Gilmore (f32-f33)

    ଡ଼େନିସ ଫେଡ଼ୋରା ସହ ଆରମ୍ଭରୁ ଜଡ଼ିତ ଅଛନ୍ତି। ବିଭିନ୍ନ ପଦବୀରେ ରହି। ବିକଳ୍ପ ସ୍ଥାପତ୍ୟକୁ ପରିଚାଳନା କରିବା ଠାରୁ ନେଇ, ଉନ୍ମୋଚନ ଯନ୍ତ୍ରବିଦ୍ୟାକୁ ପରିଚାଳନା କରିବା, ଭିତ୍ତି ସଂରଚନାକୁ ସହାୟତା ପ୍ରଦାନ କରିବା, ଇପିଇଏଲ( ଇ.ପି.ଇ.ଏଲ. କିମ୍ବା EPEL)ର ପ୍ରତିଷ୍ଠାର ସହାୟତା କରିବା, ମଣ୍ଡଳରେ ତଥା ଫେଡ଼ୋରା ଯନ୍ତ୍ରବିଦ୍ୟା ପ୍ରଚାଳନ ସମିତିରେ ସାଧନା କରିବା। ସେ ରେଡ଼ ହ୍ୟାଟର ମଞ୍ଚ ସମର୍ଥନ ସଂଗଠନରେ ଏକାଧିକ-ସ୍ଥାପତ୍ୟ ଉପରେ କାର୍ଯ୍ୟ କରନ୍ତି।

  • Elected Representative: Aleksandra Fedorova (f33-f34)

  • Engineering Representative: David Cantrell

    David has been involved in the Linux community since the 1997. He first worked on Fedora Core starting with Fedora Core 4 in 2005. He worked on the installation software (anaconda) and related projects for more than 10 years. His current projects focus on developer workflow tools. He is a Fedora Ambassador and a member of the Fedora Engineering Steering Committee.

  • Mindshare Representative: Eduard Lucena (f33-f34)

    Eduard has been involved in Fedora since 2014. He’s a Linux user since 2003 and it’s been part of different groups in the Fedora community like CommOps, Ambassadors, Join and it’s leading the marketing team since 2016. Now he’s working in the creation of a new Spin with i3 as environment and he’s hosting the Fedora Podcast.

  • Diversity Advisor: *https://fedoraproject.org/wiki/User:Jflory7[Justin

    1. Flory]*

      Read more about the Fedora Diversity Advisor’s role and current Fedora Diversity Advisor’s biography on the page about this position.

  • ଫେଡ଼ୋରା ପ୍ରକଳ୍ପ ମୁଖ୍ୟ: ମ୍ୟାଥିଉ ମିଲର

    ଫେଡ଼ୋରା ପ୍ରକଳ୍ପ ନାୟକଙ୍କ ଭୂମିକା ଏବଂ ସାମ୍ପ୍ରତିକ ଏଫପିଏଲ( FPL )ର ଜୀବନୀ ପୃଷ୍ଠା ଉପରେ ଏହି ପଦବୀ ବିଷୟରେ ଅଧିକ ପଢ଼ନ୍ତୁ।

  • Fedora Community Action and Impact Coordinator: Marie Nordin

    ଫେଡ଼ୋରା ଗୋଷ୍ଠି କାର୍ଯ୍ୟ ଏବଂ ସଂଘାତ ସମାନ୍ୱୟକାରୀର ଭୂମିକା ଏବଂ ସାମ୍ପ୍ରତିକ ଏଫକେକ୍ ( FCAIC )ର ଜୀବନୀ ପୃଷ୍ଠା ଉପରେ ଏହି ପଦବୀ ବିଷୟରେ ଅଧିକ ପଢ଼ନ୍ତୁ।

  • ଫେଡ଼ୋରା କାର୍ଯ୍ୟକ୍ରମ ପ୍ରବନ୍ଧକ: ବେନ କଟନ

    ଫେଡ଼ୋରା କାର୍ଯ୍ୟକ୍ରମ ପ୍ରବନ୍ଧକର ଭୂମିକାଏବଂ ସାମ୍ପ୍ରତିକ ଏଫପିଜିଏମ(FPgM)ର ଜୀବନୀ ପୃଷ୍ଠା ଉପରେ ଏହି ପଦବୀ ବିଷୟରେ ଅଧିକ ପଢ଼ନ୍ତୁ।

  • ଉଦ୍ଦେଶ୍ୟ ସୂତ୍ରାମାନ:

    • ପିଟର ରୋବିନସନ (ଇଣ୍ଟର୍ନେଟ ଅଫ ଥିଁଗ୍ସ)

      Peter is the lead architect for Linux IoT platforms at Red Hat. He’s be at Red Hat over five years and done a number of roles, he’s been an Open Source user and contributor since the mid 1990s, and has wide experience in IT from SME, large Telco/hosting providers and quite a bit in between. He’s been working on IoT for a number of years, with specific interest in agriculture due to growing up on a farm in country Australia.

    • ଆଡ଼ାମ ସାମାଲିକ (କ୍ଷୁଦ୍ରିକରଣ)

      ମୁକ୍ତ ସ୍ରୋତ ଉତ୍ସାହୀ। ବରିଷ୍ଠ ସଫ୍ଟୱାର ଯନ୍ତ୍ରବିଦ୍ୟାର୍ଥୀ ରେଡ଼ ହ୍ୟାଟ ସହ ଫେଡ଼ୋରା ଉପରେ କାର୍ଯ୍ୟ କରୁଛନ୍ତି। ଲିନିକ୍ସ ଉପଭୋକ୍ତା ୨୦୦୭ ରୁ, ଫେଡ଼ୋରା ଗୋଷ୍ଠି ସଦସ୍ୟ ୨୦୧୪ ରୁ।

      In Fedora, Adam lead the development of the Fedora Docs site, contributed software architecture design and documentation to the Modularity objective, and represented Fedora community at many events around the world. Minimisation objective lead at present.

      Adam also enjoys automating things with horrible shell scripts, making graphical design, editing videos, and constantly tweaking his personal productivity system.