ନୀତି ପରିବର୍ତ୍ତନ ନୀତି

ଫେଡ଼ୋରା ପରିଷଦର ନୀତିମାନଙ୍କର ପ୍ରସ୍ତାବିତ ପରିବର୍ତ୍ତନମାନଙ୍କୁ ସାର୍ବଜନୀନ ଭାବେ ପରିଷଦ-ଆଲୋଚନା ମେଲିଙ୍ଗ ତାଲିକା ଏବଂ in a ଫେଡ଼ୋରା ଗୋଷ୍ଠି ବ୍ଲଗ ପୋଷ୍ଟରେ ମଧ୍ୟ ଘୋଷଣା କରାଯିବା ଉଚିତ, ଯାହା ଦ୍ୱାରା ଗୋଷ୍ଠି ଠାରୁ ମତାମତ ନିୟା ଯାଇପାରିବ। ସର୍ବନିମ୍ନ ଦୁଇ ହପ୍ତା ପରେ, ପରିଷଦ ପ୍ରସ୍ତାବିତ ପରିବର୍ତ୍ତନ ଉପରେ ନିର୍ବାଚନ କରିବେ, ପୂର୍ଣ୍ଣ ମତୈକ୍ୟ ନିର୍ବାଚନ ଆଦର୍ଶକୁ ବ୍ୟବହାର କରି। ଅନୁମୋଦନ ପରେ, ପରିଷଦ ନୀତି ପୃଷ୍ଠା ରେ ପରିବର୍ତ୍ତନ ପ୍ରତିବିମ୍ବିତ ହେବ।